Breaking PLUSଦେଶମୁଖ୍ୟ ଖବର

ଇତିହାସ ରଚିଲା ଇସ୍ରୋ, ଏକ୍ସପୋସାଟର ସଫଳ ଉତକ୍ଷେପଣ

ଅମରାବତୀ, 1 ଜାନୁଆରୀ – ନୂଆବର୍ଷରେ ଇତିହାସ ରଚିଛି ଇସ୍ରୋ । ବର୍ଷର ପ୍ରଥମ ଦିନ ସୋମବାର ସକାଳେ ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ ଏକ୍ସପୋସାଟ (ଏକ୍ସ-ରେ ପୋଲାରିମିଟର ସାଟେଲାଇଟ)ର ସଫଳ ଉତକ୍ଷେପଣ କରି ଇତିହାସ ରଚିଛି ।
ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ସକାଳ 9.10 ମିନିଟ ସମୟରେ ଏହାକୁ ଉତକ୍ଷେପଣ କରି ଭାରତ ଏଭଳି ପରୀକ୍ଷଣ କରିଥିବା ଦ୍ୱିତୀୟ ଦେଶ ହୋଇଛି । ଏକ୍ସପୋସାଟ ବ୍ଲାକ ହୋଲର ରହସ୍ୟ ଖୋଜିବ । ବର୍ଷକରୁ କମ୍ ସମୟରେ ଏହା ଭାରତର ତୃତୀୟ ମିଶନ ।

Show More

Related Articles

Back to top button