Breaking PLUSଦେଶ ବିଦେଶମୁଖ୍ୟ ଖବର

ମୁଖ୍ୟ ସୂଚନା କମିଶନର ଭାବେ ହିରାଲାଲ ସାମରିୟାଙ୍କ ଶପଥ ପାଠ

ନୂଆଦିଲ୍ଲୀ, 6 ନଭେମ୍ବର – ମୁଖ୍ୟ ସୂଚନା କମିଶନର ଭାବେ ହିରାଲାଲ ସାମରିୟା ଶପଥ ପାଠ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ କେନ୍ଦ୍ରୀୟ ସୂଚନା ଆୟୋଗର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ପାଠ କରାଇଛନ୍ତି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Show More

Related Articles

Back to top button