Breaking PLUSଓଡ଼ିଶାମୁଖ୍ୟ ଖବର

ସକାଳୁ ସକାଳୁ ତାତିଲାଣି

ଭୁବନେଶ୍ୱର- ରାଜ୍ୟରେ ସକାଳୁ କଲବଲ କଲାଣି ଖରା । ସକାଳୁ ଟାଇଁ ଟାଇଁ ଖରା ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଆଜି ସକାଳ ୮ ଟା ୩୦ ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ଭୁବନେଶ୍ୱରରେ ୩୦.୮ ଡିଗ୍ରୀ ସେଲସିୟସ, ଚାନ୍ଦବାଲିରେ ୩୦.୪ ଡିଗ୍ରୀ ସେଲସିୟସ, ପୁରୀରେ ୩୦ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୩୦ ଡିଗ୍ରୀ ସେଲସିୟସ, ରାଉରକେଲାରେ ୨୯.୮ ଡିଗ୍ରୀ ସେଲସିୟସ,
ପାରାଦୀପରେ ୨୯.୬ ଡିଗ୍ରୀ ସେଲସିୟସ , ଝାରସୁଗୁଡାରେ ୨୯.୪ ଡିଗ୍ରୀ ସେଲସିୟସ, କେନ୍ଦୁଝରରେ ୨୯.୬ ଡିଗ୍ରୀ ସେଲସିୟସ, ହୀରାକୁଦରେ ୨୮.୪ ଡିଗ୍ରୀ ସେଲସିୟସ, ଗୋପାଳପୁରରେ ୨୭.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

Show More

Related Articles

Back to top button