Breaking PLUSଦେଶ ବିଦେଶମୁଖ୍ୟ ଖବର

୮୬ ବର୍ଷରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ କଲେ ହରିୟାଣା ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲା

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲା ଇଂରାଜୀ ବିଷୟରେ ପାସ ହେବା ସହିତ ଦଶମ ଶ୍ରେଣୀରେ ପାସ ହୋଇଛନ୍ତି । ୮୬ ବର୍ଷୀୟ ଚୌଟାଲା ଗତ ଅଗଷ୍ଟ ୧୮ ତାରିଖରେ ଇଂରାଜୀ ପରୀକ୍ଷା ଦେଇଥିଲେ । ଏହାର ଫଳାଫଳ ଶନିବାର ଘୋଷିତ ହୋଇଛି । ଏଥିରେ ଚୌଟାଲା ୮୮ ପ୍ରତିଶତ ନମ୍ବର ହାସଲ କରିଛନ୍ତି । 

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲା ଇଂରାଜୀ ବିଷୟରେ ପାସ ହେବା ସହିତ ଦଶମ ଶ୍ରେଣୀରେ ପାସ ହୋଇଛନ୍ତି । ୮୬ ବର୍ଷୀୟ ଚୌଟାଲା ଗତ ଅଗଷ୍ଟ ୧୮ ତାରିଖରେ ଇଂରାଜୀ ପରୀକ୍ଷା ଦେଇଥିଲେ । ଏହାର ଫଳାଫଳ ଶନିବାର ଘୋଷିତ ହୋଇଛି । ଏଥିରେ ଚୌଟାଲା ୮୮ ପ୍ରତିଶତ ନମ୍ବର ହାସଲ କରିଛନ୍ତି । ଦଶମ ଓପନ ପରୀକ୍ଷାର ରେଜଲ୍ଟ ଘୋଷଣା ହେବା ପରେ ଶିକ୍ଷା ବୋର୍ଡ ଚେୟରମ୍ୟାନ ଡ. ଜଗବୀର ସିଂହ ଚୌଟାଲାଙ୍କୁ ଫୋନ କରି ୧୦ମ ଶ୍ରେଣୀର ପରିଣାମ ସଂପର୍କିତ ସୂଚନା ଦେଇଥିଲେ ।

ସିଂହ କହିଛନ୍ତି ଯେ, ଚୌଟାଲାଙ୍କ ୧୦ମ ବିଷୟର ରେଜଲ୍ଟ ଆସିବା କାରଣରୁ ହରିୟାଣା ବିଦ୍ୟାଳୟ ଶିକ୍ଷା ବୋର୍ଡ ତାଙ୍କର ଦ୍ୱାଦଶ ଶ୍ରେଣୀର ପରିଣାମ ରୋକି ଦିଆଯାଇଛି । ସେ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏବେ ଏକ ପ୍ରାର୍ଥନା ପତ୍ର ବୋର୍ଡଙ୍କୁ ଦେବାକୁ ପଡ଼ିବ, ଯେଉଁଥିରେ ଉଲ୍ଲେଖ ରହିବ ଯେ, ତାଙ୍କର ଦଶମର ପରିଣାମ ଘୋଷିତ କରିଦିଆଯାଇଛି ଏବଂ ତାଙ୍କର ଦ୍ୱାଦଶ ଶ୍ରେଣୀ ଫଳାଫଳା ମଧ୍ୟ ଘୋଷିତ କରାଯାଉ ।

Show More

Related Articles

Back to top button