ଦେଶଶିକ୍ଷା

ଗାଇଡଲାଇନ୍ସ ଜାରି କଲା UGC,ଏଣିକି ଅନଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ନେଇ ୟୁଜିସିଠାରୁ ସ୍ୱୀକୃତି ନେବେ ସମସ୍ତ ବିଶ୍ୱବିଦ୍ୟାଳୟ

ଗାଇଡଲାଇନ୍ସ ଜାରି କଲା UGC । ଏଣିକି କୋର୍ସ ଅଫର କରିବା ପାଇଁ ପ୍ରଥମେ ଅନଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ନେଇ ୟୁଜିସିଠାରୁ ସ୍ୱୀକୃତି ନେବେ ସମସ୍ତ ବିଶ୍ୱବିଦ୍ୟାଳୟ । ଏଥିପାଇଁ ଆବଶ୍ୟକ ସମସ୍ତ ନିୟମାବଳୀକୁ ପୂରଣ କରାଯିବ । ଏହାପରେ ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ କୋର୍ସ ଅଫର ନେଇ ଅନୁମତି ପ୍ରଦାନ କରାଯିବ । ଆୟୋଗ ପକ୍ଷରୁ ଏନେଇ କିଛି ନିୟମାବଳୀ ପ୍ରସ୍ତୁତ କରାଯାଇଛି ।

ତେବେ ପ୍ରସ୍ତୁତ ହୋଇଥିବା ନିୟମାବଳୀରେ ପୂରଣ ନେଇ ୟୁଜିସି ସନ୍ତୁଷ୍ଟ ହେବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୋର୍ସ ଅଫର ନେଇ ମଞ୍ଜୁରୀ ପ୍ରଦାନ କରାଯିବ । ଏଥିସହିତ ୟୁଜିସି ପକ୍ଷରୁ ଟାଇମ୍ ଟୁ ଟାଇ ନୋଟିସ ପଠାଯିବ ।

 

Show More

Related Articles

Back to top button