Breaking PLUSଓଡ଼ିଶାମୁଖ୍ୟ ଖବର

ଯକ୍ଷ୍ମା ରୋଗର ସଚେତନତା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର- ବିଶ୍ୱ ଯକ୍ଷ୍ମାଦିବସ ଅବସରରେ ରାଜ୍ୟବାସୀଙ୍କୁ ସଚେତନତାର ଆହ୍ୱାନ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଟିଭିର ଚିକିତ୍ସା ସମ୍ଭବ ଅଟେ । ଆସନ୍ତୁ ଆମେ ସମସ୍ତେ ବିଶ୍ୱ ଟିବି ଦିବସ ଅବସରରେ ଏହାର ଲକ୍ଷଣ ଓ ଉପଚାର ପ୍ରତି ସଚେତନତା କରିବା ପାଇଁ ସଂକଳ୍ପ ନେବା ।

Show More

Related Articles

Back to top button