Breaking PLUSଦେଶମୁଖ୍ୟ ଖବର

ସିଦ୍ଧି ବିନାୟକଙ୍କ ଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର, 17 ଜାନୁୟାରୀ – ସିଦ୍ଧି ବିନାୟକଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁମ୍ବାଇରେ ଆଜି ସିଦ୍ଧି ବିନାୟକ, ମହାଲକ୍ଷ୍ମୀ, ବଜରଙ୍ଗବଲିଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ପୂଜନ ସମୟରେ ସମସ୍ତ ଭକ୍ତଙ୍କ କଲ୍ୟାଣ ଓ ସମୃଦ୍ଧି କାମନା କରିଛି । ସମସ୍ତଙ୍କ ଜୀବନରେ ଖୁସି ଓ ନିରୋଗତା ଆଣିଦେଉ ଏହାହିଁ ପ୍ରାର୍ଥନା କରିଛି ।

Show More

Related Articles

Back to top button