Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆବର୍ଷରେ ସପରିବାର ଶ୍ରୀଜୀଉଙ୍କ ଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର, 1 ଜାନୁଆରୀ – ନୂଆବର୍ଷର ପ୍ରଥମ ଦିନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମହାମହିମ ରାଜ୍ୟପାଳ ରଘୁବର ଦାସ। କଡା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ। ସପରିବାର ଶ୍ରୀମନ୍ଦିର ଯାଇଛନ୍ତି ରାଜ୍ୟପାଳ ମହାମହୀମ ରଘୁବର ଦାସ। ଏହି ଅବସରରେ ରାଜ୍ୟପାଳ ସମସ୍ତଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ ସହ ରାଜ୍ୟର ଦ୍ରୁତ ଅଭିବୃଦ୍ଧି କାମନା କରିଛନ୍ତି।

Show More

Related Articles

Back to top button