Breaking PLUSଓଡ଼ିଶାମୁଖ୍ୟ ଖବର

ମାଆ ତାରାତାରିଣୀଙ୍କ ଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର- ମାଆ ତାରାତାରିଣୀଙ୍କ ଦର୍ଶନ କଲେ ରାଜ୍ୟପାଳ । ଏନେଇ ରାଜ୍ୟପାଳ ରଘୁବର ଦାସ ସୋସିଆଲ ମିଡିଆ ଏକ୍ସରେ ଫଟୋ ସେୟାର କରି ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟପାଳ କହିଛନ୍ତି ଯେ, ଆଜି ଗଞ୍ଜାମ ଜିଲ୍ଲାରେ ଆଦି ମହାଶକ୍ତି ପୀଠ ମାଆ ତାରାତାରିଣୀଙ୍କ ଦର୍ଶନ ପୂଜନ କରିବାର ସୌଭାଗ୍ୟ ମିଳିଛି । ଆଦି ଶକ୍ତି ସମସ୍ତ ଭକ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଣୁ ଏହାହିଁ କାମନା କରୁଛି ।

Show More

Related Articles

Back to top button