Breaking PLUSଦେଶମୁଖ୍ୟ ଖବର

ରାଂଚିରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ରାଂଚି, 28 ଫେବ୍ରୁଆରି – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିର୍ସା ମୁଣ୍ଡା ଏୟାରପୋର୍ଟରେ ରାଜ୍ୟପାଳ ସିପି ରାଧାକୃଷ୍ଣ ଓ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସ୍ୱାଗତ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏୟାରପୋର୍ଟରୁ ରିଂଗ ରୋଡ୍ ଦେଇ ବିଶ୍ୱବିଦ୍ୟାଳୟର ଚେରି-ମନାତୁ କ୍ୟାମ୍ପସରେ ପହଞ୍ଚିବେ । ଏଠାରେ ଘଣ୍ଟାଏ କାଳ ରହିବା ପରେ ବିର୍ସା ମୁଣ୍ଡା ଏୟାରପୋର୍ଟରେ ପହଞ୍ଚିବେ । ଏବଂ ଏଠାରୁ ଓଡ଼ିଶା ଗସ୍ତ କରିବେ ।

Show More

Related Articles

Back to top button