Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଭାରତ ଓ ରୁଷ ମଧ୍ୟରେ ସୁସମ୍ପର୍କ

 ୟୁକ୍ରେନ୍ କାଶ୍ମୀର ପ୍ରସଙ୍ଗ ଉପରେ UNO ରେ ଭାରତ ବିରୁଦ୍ଧରେ ଭୋଟ କରିଥିଲା ।

ୟୁକ୍ରେନ୍ କାଶ୍ମୀର ପ୍ରସଙ୍ଗ ଉପରେ UNO ରେ ଭାରତ ବିରୁଦ୍ଧରେ ଭୋଟ କରିଥିଲା ।
ୟୁକ୍ରେନ୍ ପରମାଣୁ ପରିକ୍ଷଣ ପ୍ରସଙ୍ଗ ଉପରେ ଭାରତ ବିରୁଦ୍ଧ ରେ ଭୋଟ କରିଥିଲା ।
ୟୁକ୍ରେନ୍ UNO ର ସିକ୍ୟୁରିଟି କାଉସିଲ ରେ ଭାରତ ର ସ୍ଥାୟୀ ସଦସ୍ୟତା ବିରୁଦ୍ଧରେ ଭୋଟ କରିଥିଲା ।
ୟୁକ୍ରେନ୍ ପାକିସ୍ତାନ କୁ ହତିଆର ସପ୍ଲାଇ କରେ । ୟୁକ୍ରେନ୍ ଅଲକାଏଦା କୁ ସମର୍ଥନ ଦିଏ ।
ୟୁକ୍ରେନ ଭାରତର କେବେହେଲେ ବି ସମର୍ଥନ ଦେଇନାହିଁ। ଯେବେ ଆମ ଉପରେ ପ୍ରତିବନ୍ଧକ ଲଗିଲା ସେତେବେଳ UNO ରେ ସେ ପ୍ରତିବନ୍ଧ ର ପକ୍ଷ ରେ ଭୋଟ କଲା ।
ତା ପାଖରେ ୟୁରାନିଅମ ର ଭଣ୍ଡାର ଥିବା ସତ୍ତ୍ୱେ ବାର ବାର ମଗାଯିବା ପରେ ମଧ୍ୟ ସେ ଦେବା ତ ଦୂର କଥା ତତ୍କାଳୀନ PM ଙ୍କୁ ବ୍ୟବହାର ବି ସଠିକ ଦେଖାଇ ନାହାନ୍ତି, ଯେତେବେଳେ ଭାରତ ନିଜର ଶକ୍ତି ବୃଦ୍ଧି ପାଇଁ ୟୁରାନିୟମ ଖୋଜୁଥିଲା ।
ଏବେ ତାହାର କଣ ହେବ ଏହା ଉପରେ ମୋର କୌଣସି ମତ ନାହିଁ । ହଁ ତାହାର ନାଗରିକ ଙ୍କ ସହିତ ସହାନୁଭୂତି ଅବଶ୍ୟ ଅଛି ।
ଏଥିପାଇଁ ଯେଉଁ ଲୋକ ୟୁକ୍ରେନ୍ ର ସମର୍ଥନ ରେ ବାଉଳା ହେଉଛନ୍ତି ତାଙ୍କୁ ବୁଝିବା ଦରକାର କି ୟୁକ୍ରେନ ଆମର ଏକ ଶତୃ ଅଟେ ଯିଏ କେବେ ଭାରତର ସାଥ ଦେଇ ନାହିଁ I
1971 ଭାରତ ପାକିସ୍ତାନ ଯୁଦ୍ଧ ବେଳେ ଆମେରିକାର ଭାରତ ଉପରେ ପରମାଣୁ ବମ୍ ପକାଇବାର ଯୋଜନାକୁ ଋଷ ହିଁ ପଣ୍ଡ କରିଥିଲା, ସେତେବେଳେ ର U.S. President Richard Nixon’s ଆରବ ସାଗର ରେ ନୌଭେଳା ଠୁଳ କରି ପାକିସ୍ଥାନ କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିବାବେଳେ କେବଳ ରୁଷ 6 ଓ 13 December-1971 ରେ ତା’ Naval କୁ ଆରବ ସାଗର ଓ ବଙ୍ଗୋପସାଗର କୁ ପଠାଇବାରୁ ଆମେରିକା ପଛଘୁଞ୍ଚା ଦେଇଥିଲା।
ରୁଷ ର ଏପରି ମିତ୍ରତା କୁ ଭାରତ କେବେ ବି ଭୁଲିପାରିବ ନାହିଁ। କେବଳ ଏକମାତ୍ର ଦେଶ ରୁଷ ସର୍ବଦା ଭାରତ ର ମିତ୍ର। ଆମେରିକା କେବେ ବି ଭାରତର ମିତ୍ର ନଥିଲା ଓ ଆଜି ବି ନାହିଁ। ଭାରତ ଓ ରୁଷ ର ମିତ୍ରତା ଅତୁଟ ରହୁ । ରୁଷ ସପକ୍ଷରେ ଆମେ ସର୍ବଦା ରହିବୁ I

Show More

Related Articles

Back to top button