Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୮କୋଟି ୯୨ଲକ୍ଷ ୯୯ହଜାର ୪୭୦କୁ ବୃଦ୍ଧି ପାଇଲା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ଲକ୍ଷ ୨୦ହଜାର ୩୮୩ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮କୋଟି ୯୨ଲକ୍ଷ ୯୯ହଜାର ୪୭୦କୁ ବୃଦ୍ଧି ପାଇଛି ।

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ଲକ୍ଷ ୨୦ହଜାର ୩୮୩ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮କୋଟି ୯୨ଲକ୍ଷ ୯୯ହଜାର ୪୭୦କୁ ବୃଦ୍ଧି ପାଇଛି । ସେହିପରି କୋରୋନାରୁ ୬କୋଟି ୩୯ଲକ୍ଷ ୬୭ହଜାର ୬୫୪ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୩୪ଲକ୍ଷ ୧୧ହଜାର ୪୩୩ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୨କୋଟି ୨୪ଲକ୍ଷ ୨୧ହଜାର ୬୫୦ଜଣ ସଂକ୍ରମିତ ଓ ୩ଲକ୍ଷ ୭୭ହଜାର ୭୧୪ ଜଣ ମୃତ ଥିବାବେଳେ ଭାରତରେ ୧କୋଟି ୪ଲକ୍ଷ ୧୩ହଜାର ୪୧୭ସଂକ୍ରମିତ, ୧ଲକ୍ଷ ୩୭ହଜାର ୩୯୮ ମୃତ, ବ୍ରାଜିଲରେ ୮୦ ଲକ୍ଷ ୧୫ ହଜାର ୯୨୦ ସଂକ୍ରମିତ ଓ ୨ ଲକ୍ଷ ୧ ହଜାର ୫୪୨ ମୃତ, ଋଷିଆରେ ୩୩ ଲକ୍ଷ ୫୫ ହଜାର ୭୯୪ ସଂକ୍ରମିତ ଓ ୬୦ ହଜାର ୯୧୧ ମୃତ, ୟୁକେରେ ୨୯ ଲକ୍ଷ ୫୭ ହଜାର ୪୭୨ ସଂକ୍ରମିତ ଓ ୭୯ ହଜାର ୮୩୩ ମୃତ, ଫ୍ରାନ୍ସରେ ୨୭ ଲକ୍ଷ ୪୭ ହଜାର ୧୩୫ ସଂକ୍ରମିତ ଓ ୬୭ ହଜାର ୪୩୧ ମୃତ, ତୁର୍କୀରେ ୨୩ ଲକ୍ଷ ୭ ହଜାର ୫୮୧ ସଂକ୍ରମିତ ଓ ୨୨ ହଜାର ୪୫୦ ମୃତ, ଇଟାଲିରେ ୨୧ ଲକ୍ଷ ୮୧ ହଜାର ୬୧୯ ସଂକ୍ରମିତ ଓ ୭୬ ହଜାର ୩୨୯ ମୃତ, ସ୍ପେନରେ ୨୦ ଲକ୍ଷ ୫୦ ହଜାର ୩୬୦ ସଂକ୍ରମିତ ଓ ୫୧ ହଜାର ୮୭୪ ମୃତ, ଜର୍ମାନୀରେ ୧୮ ଲକ୍ଷ ୯୫ ହଜାର ୮୧ ସଂକ୍ରମିତ ଓ ୪୦ ହଜାର ୪୦୧ ମୃତ, କଲମ୍ବିଆରେ ୧୭ ଲକ୍ଷ ୫୫ ହଜାର ୫୬୮ ସଂକ୍ରମିତ ଓ ୪୫ ହଜାର ୪୩୧ ମୃତ ରହିଛନ୍ତି ।

Show More

Related Articles

Back to top button