Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୮କୋଟି ୪୩ଲକ୍ଷ ୫୪ହଜାର ୩୪୧ରେ ପହଁଞ୍ଚିଲା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି ।

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮ଲକ୍ଷ ୩୪ହଜାର ୪୬୭ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮କୋଟି ୪୩ଲକ୍ଷ ୫୪ହଜାର ୩୪୧କୁ ବୃଦ୍ଧି ପାଇଛି। ସେହିପରି କୋରୋନାରୁ ୫କୋଟି ୯୬ଲକ୍ଷ ୨୨ହଜାର ୫୭୬ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୨୮ଲକ୍ଷ ୯୬ହଜାର ୭୩୨ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୨କୋଟି ୬ଲକ୍ଷ ୧୪ହଜାର ୫୫୪ଜଣ ସଂକ୍ରମିତ ଓ ୩ଲକ୍ଷ ୫୬ହଜାର ୪୦୧ଜଣ ମୃତ ଥିବାବେଳେ ଭାରତରେ ୧କୋଟି ୨ଲକ୍ଷ ୪୬ହଜାର ୭୦୯ସଂକ୍ରମିତ ଓ ୧ଲକ୍ଷ ୪୮ହଜାର ୯୯୪ ମୃତ, ବ୍ରାଜିଲରେ ୭୭ ଲକ୍ଷ ୫୭୮ ସଂକ୍ରମିତ ଓ ୧ ଲକ୍ଷ ୯୫ ହଜାର ୪୪୧ ମୃତ, ଋଷିଆରେ ୩୧ ଲକ୍ଷ ୮୬ ହଜାର ୩୩୬ ସଂକ୍ରମିତ

Show More

Related Articles

Back to top button