Breaking PLUSଦେଶ ବିଦେଶମୁଖ୍ୟ ଖବର

ସାରା ବିଶ୍ୱରେ ଜାରି ରହିଛି କରୋନାର ପ୍ରକୋପ, ୧୫ କୋଟି ୭୫ ଲକ୍ଷରେ ପହଁଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

କରୋନା ଭାଇରସ୍ ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଚାଲିଛି । ଆଜି ପର୍ଯ୍ୟନ୍ତ ୧୫ କୋଟି ୭୫ ଲକ୍ଷ ୨୩ ହଜାର ୩୨ ଜଣ ଲୋକ କରୋନା ଭାଇସରରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୮୩ ହଜାର ୧୭୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

କରୋନା ଭାଇରସ୍ ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଚାଲିଛି । ଆଜି ପର୍ଯ୍ୟନ୍ତ ୧୫ କୋଟି ୭୫ ଲକ୍ଷ ୨୩ ହଜାର ୩୨ ଜଣ ଲୋକ କରୋନା ଭାଇସରରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୮୩ ହଜାର ୧୭୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଭାଇରସ କବଳରେ ପଡ଼ିଥିବା ୧୩ କୋଟି ୫୬ ଲକ୍ଷ ୨୦ ହଜାର ୬୮୪ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୮୬ ଲକ୍ଷ ୧୯ ହଜାର ୧୬୯ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୮ ହଜାର ୬୧୯ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷ ୧୬ ହଜାର ୪୭୮କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୯୪ ହଜାର ୮୯୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୬୧ ଲକ୍ଷ ୫୧ ହଜାର ୯୨୪ ଲୋକ ସୁସ୍ଥ ହୋଇଥିବା ବେଳେ ୬୬ ଲକ୍ଷ ୬୯ ହଜାର ୬୪୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୯ ହଜାର ୧୫୯ ଜଣ ଗୁରୁତର ଅଛନ୍ତି ।

Show More

Related Articles

Back to top button