Breaking PLUSଦେଶ ବିଦେଶମୁଖ୍ୟ ଖବର

ସାରା ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୨ କୋଟି ୧୨ ଲକ୍ଷ ୧୫ ହଜାର ୩୨୭ରେ ପହଁଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ବିଶ୍ୱବ୍ୟାପୀ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୧୨ ଲକ୍ଷ ୧୫ ହଜାର ୩୨୭କୁ ବୃଦ୍ଧି ହୋଇଛି । ୨୬ ଲକ୍ଷ ୮୧ ହଜାର ୬୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

ବିଶ୍ୱବ୍ୟାପୀ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୧୨ ଲକ୍ଷ ୧୫ ହଜାର ୩୨୭କୁ ବୃଦ୍ଧି ହୋଇଛି । ୨୬ ଲକ୍ଷ ୮୧ ହଜାର ୬୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । କରୋନା ଭାଇରସ କବଳରେ ପଡ଼ିଥିବା ୯ କୋଟି ୭୭ ଲକ୍ଷ ୮୬ ହଜାର ୪୨୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୭ ଲକ୍ଷ ୪୭ ହଜାର ୨୮୩ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୮ ହଜାର ୬୪୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୩ କୋଟି ୧ ଲକ୍ଷ ୯୦ ହଜାର ୪୨୦କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୪୯ ହଜାର ୨୨୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟ ୨୩ ଲକ୍ଷ ୫୯ ହଜାର ୩୧୩ ଲୋକ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୮୧ ହଜାର ୮୬୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୯ ହଜାର ୩୫୭ ଜଣ ଗୁରୁତର ଅଛନ୍ତି ।

Show More

Related Articles

Back to top button