Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜିଠୁ କମିଲା ଗ୍ୟାସ ଦର

ନୂଆଦିଲ୍ଲୀ : ୧୯ କେଜି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରାଯାଇଥିବା ସୂଚନା ମିଳିଛି। ଏହା ସେପ୍ଟେମ୍ବର ପହିଲା ଅର୍ଥାତ ଆଜିଠାରୁ ଲାଗୁ ହେବ। କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ ୧୬୮୦ ଟଙ୍କା ବଦଳରେ ସିଲିଣ୍ଡରର ମୂଲ୍ୟ ୧୫୨୨.୫୦ ଟଙ୍କା ରହିଛି। କୋଲକାତାରେ ଆଜିଠାରୁ ସିଲିଣ୍ଡର ୧୮୦୨.୫୦ ଟଙ୍କା ବଦଳରେ ୧୬୩୬ ଟଙ୍କାରେ ଉପଲବ୍ଧ ହେବ। ସେହିଭଳି ମୁମ୍ବାଇରେ ଏହାର ମୂଲ୍ୟ ୧୬୪୦.୫୦ ଟଙ୍କା ଥିଲା। ଏବେ ଏହା ୧୪୮୨ ଟଙ୍କାକୁ ଖସି ଆସିଛି।

Show More

Related Articles

Back to top button