Breaking PLUSଓଡ଼ିଶାମୁଖ୍ୟ ଖବର

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଗାନ୍ଧିମାର୍ଗରେ ଫୁଲଡ୍ରେସ ରିହରସଲ୍

ଭୁବନେଶ୍ୱର, 24 ଜାନୁଆରୀ – ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏହା ପୂର୍ବରୁ ରାଜଧାନୀର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ ଅନୁଷ୍ଠିତ ହୋଇଛି। ଏହି ପରେଡ ରିହର୍ସଲରେ ସାମିଲ ହୋଇଛନ୍ତି ୫୦ରୁ ଅଧିକ କଣ୍ଟିଜେଣ୍ଟ । ୪ଟି ସାଂସ୍କୃତିକ ଦଳ ମଧ୍ୟ ନିଜ ନିଜ ପୋଷାକ ପିନ୍ଧି ପରେଡରେ ସାମିଲ ହୋଇଛନ୍ତି। ଏଥର ପରେଡର ନେତୃତ୍ୱ ନେବେ ଆଇପିଏସ- ଏ.ବି ଶିଳ୍ପା। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ପୁଲିସ ବ୍ୟାଣ୍ଡ୍ ପରେଡରେ ଭାଗ ନେଇଛନ୍ତି।

Show More

Related Articles

Back to top button