Breaking PLUSଦେଶ ବିଦେଶମୁଖ୍ୟ ଖବର

ହସ୍ପିଟାଲ୍‌ରେ ପୂବର୍ତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ

ସିଏନଏନ ରିପୋର୍ଟରେ ପ୍ରକାଶ

ଆମେରିକାର ପୂବର୍ତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାର ଦିନ କାଲିଫର୍ଣ୍ଣିଆରେ ରକ୍ତ ସଂକ୍ରମଣ ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଅନ୍ତ୍ରର୍ଜାତୀୟ ଗଣମାଧ୍ୟମ ସିଏନଏନ ଗୁରୁବାର ରିପୋର୍ଟ ପ୍ରକାଶ କରିଛି। ସେପଟେ ଜଣେ ଆମେରିକୀୟ ମୁଖପାତ୍ର ମଧ୍ୟ ଏହି ସୂଚନା ଦେଇଛନ୍ତି ।

ସିଏନଏନର ରିପୋର୍ଟ ଅନୁଯାୟୀ ୭୫ ବର୍ଷୀୟ କ୍ଲିଣ୍ଟନଙ୍କୁ ଆଇସିୟୁରେ ରଖାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି।ତେବେ ତାଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବାର କାରଣ ପୂର୍ବରୁ ଥିବା ହୃଦଘାତ ସମସ୍ୟା କିମ୍ବା କୋଭିଡ-୧୯ ଯୋଗୁ ନୁହେଁ ବୋଲି ସିଏନଏନ କହିଛି ।

Show More

Related Articles

Back to top button