ଓଡ଼ିଶା

ଟ୍ରେସିଂ ହେଉଛି ବୋଲି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି

୩ ମାସ ଗୁରୁତ୍ବପୂର୍ଣ୍ଣ : DMET

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଲା । ଏହି ସମୟରେ ଭିଡ଼ ଭାଡ଼ ଆରମ୍ଭ ହୋଇଥାଏ । ତେଣୁ ଏହି ତିନି ମାସ ଗୁରୁତ୍ବପୂର୍ଣ୍ଣ । ଏହି ସମୟକୁ ଲକ୍ଷ୍ୟ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଥିଲେ । ଲୋକଙ୍କୁ ସଚେତନ କରାଯାଉଛି। କୋଭିଡ଼ ଆପ୍ରୋପ୍ରିଏଟ୍ ବି ହେଭିୟର କେମିତି ପାଳନ ହେବ ତାହା ଗୁରୁତ୍ବପୂର୍ଣ୍ଣ । ଭ୍ୟାକ୍ସିନେସନ ପ୍ରୋଗ୍ରାମ ଆଗେଇ ଚାଲିଛି। ଯେତିକି ଭ୍ୟାକ୍ସିନ ମିଳୁଛି କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କାର୍ଯ୍ୟ ଚାଲୁଛି। ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି ।

ଭୁବନେଶ୍ବର ହେଉଛି ହେଲଥ ହବ୍। ରାଜ୍ୟର ସମସ୍ତ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ଲୋକ ଆସୁଛନ୍ତି। ହସ୍ପିଟାଲ ଯିବା ପୂର୍ବରୁ ସମସ୍ତଙ୍କ ସ୍କ୍ରିନିଂ ହେଉଛି। ଭୁବନେଶ୍ବର ରାସ୍ତା ଘାଟ ବଜାର ଭିଡ ହେଉଛି। ଟ୍ରେସିଂ ହେଉଛି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ଅଧିକ ସଂକ୍ରମଣ ବାହାରୁଛନ୍ତି । ସ୍କ୍ରାପ୍ ଡ଼୍ରାଇପସ୍ ନୂଆ ନୁହେଁ, ପୂର୍ବରୁ ଥିଲା। ତାର ଚିକିତ୍ସା ବ୍ୟବସ୍ଥା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

Show More

Related Articles

Back to top button