Breaking PLUSଓଡ଼ିଶାମୁଖ୍ୟ ଖବର

ବାଲିଯାତ୍ରାରେ ଖାଦ୍ୟ ଯାଞ୍ଚ

କଟକ- ବାଲିଯାତ୍ରାରେ ଖାଦ୍ୟ ଯାଞ୍ଚ କରାଯାଇଛି । କଟକ ବାଲିଯାତ୍ରାରେ ଥିବା ଫୁଡ୍ ଷ୍ଟଲ୍‌ରେ ସିଏମ୍‌ସି ପକ୍ଷରୁ ଯାଞ୍ଚ କରାଯାଇଛି । ବିଭିନ୍ନ ଫୁଡ୍ ଷ୍ଟଲରେ ସିଏମ୍‌ସି ଫୁଡ୍ ସେଫ୍ଟି ଅଫିସର ଯାଞ୍ଚ କରିଛନ୍ତି । ଖାଦ୍ୟର ମାନ ଓ ରଙ୍ଗ ଆଦି ଅପମିଶ୍ରଣ ନେଇ ଚାଲିଛି ଯାଞ୍ଚ ।

Show More

Related Articles

Back to top button