Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଖୁବ୍ ଶୀଘ୍ର ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗଳୁରୁକୁ ବିମାନ

ଝାରସୁଗୁଡା ବିମାନ ସେବାରେ ବଉ ଏକ ନୂଆ ଅଧ୍ୟାୟ । ଖୁବ୍ ଶୀଘ୍ର ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗଳୁରୁକୁ ଉଡ଼ିବ ବିମାନ । ନଭେମ୍ବର ୫ରୁ କୋଲକାତା ଏବଂ ୧୫ରୁ ବେଙ୍ଗଳୁରୁକୁ ଉଡ଼ିବ ବିମାନ । ପ୍ରତିଦିନ ଏହି ଦୁଇ ସ୍ଥାନକୁ ବିମାନ ଚଳାଚଳ କରିବ । ଝାରସୁଗୁଡ଼ା ବିମାନ କର୍ତ୍ତୃପକ୍ଷ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ।

Show More

Related Articles

Back to top button