Breaking PLUSଦେଶ ବିଦେଶମୁଖ୍ୟ ଖବର
କିରିବାଟିରେ 2024ର ପ୍ରଥମ ସୂର୍ଯ୍ୟୋଦୟ

ଭୁବନେଶ୍ୱର- ଧରାପୃଷ୍ଠରେ ଏବେ ଏବେ ଉପଗତ ହେଲା ବର୍ଷ ୨୦୨୪ । ଦ୍ୱୀପ ଦେଶ କିରିବାଟି ପ୍ରଥମେ ସ୍ୱାଗତ କଲା ନୂଆବର୍ଷକୁ । ନ୍ୟୁଜିଲାଣ୍ଡରେ ମଧ୍ୟ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ।