ଓଡ଼ିଶାମୁଖ୍ୟ ଖବର

ଜଗତପୁର ଅଗରବତୀ କାରଖାନାରେ ଅଗ୍ନୀକାଣ୍ଡ

କଟକ ଜଗତପୁରର ଏକ ଧୂପକାଠି କାରଖାନାରେ ଲାଗିଯାଇଛି ନିଆଁ । ପ୍ରାଥମିକ ସୂଚନା ଅନୁସାରେ, ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ ପରିମାଣର ଧୂପକାଠି ଓ କଂଚାମାଲ ନଷ୍ଟ ହୋଇଇଛି । ଅନ୍ୟ ଅଂଚଳକୁ ନିଆଁ ବ୍ୟାପିନାହିଁ । କମ୍ପାନୀ ଭିତରେ କିଛି କେମିକାଲ ଥିବାରୁ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଛି ।

Show More

Related Articles

Back to top button