Breaking PLUSଓଡ଼ିଶାମୁଖ୍ୟ ଖବର

ସୋନପୁରରୁ ବିପୁଳ ଜାଲ ନୋଟ୍ ଜବତ, 3 ଗିରଫ

ଏସଟିଏଫ ଜାଲରେ ଜାଲ ନୋଟ୍ ରାକେଟ୍। ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ । ଏସଟିଏଫ ଟିମ୍ ଜାଲ ନୋଟ୍ ପ୍ରସ୍ତୁତ ସରଞ୍ଜାମ ସହ ୩ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି। ଯାହାକୁ ନେଇ ଏସଟିଏଫ ଅଧିକ ଖୋଳତାଡ଼ କରୁଛି। ଗିରଫ ବ୍ୟକ୍ତିକୁ ପଚରାଉଚରା କରି ଏସଟିଏଫ ଅଧିକ ତଥ୍ୟ ଆଦାୟ କରୁଥିବା ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Show More

Related Articles

Back to top button