Breaking PLUSଦେଶ ବିଦେଶମୁଖ୍ୟ ଖବର

ଟ୍ରମ୍ପଙ୍କ ଆକାଉଣ୍ଟକୁ ୨ ବର୍ଷ ଯାଏଁ ବନ୍ଦ କଲା ଫେସବୁକ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟକୁ ଶୁକ୍ରବାର ଦିନ ସସପେଣ୍ଡ କରାଯାଇଛି। ଆଉ ଏହି କଟକଣା ଦୁଇ ବର୍ଷ ଯାଏଁ ଜାରି ରହିବ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟକୁ ଶୁକ୍ରବାର ଦିନ ସସପେଣ୍ଡ କରାଯାଇଛି। ଆଉ ଏହି କଟକଣା ଦୁଇ ବର୍ଷ ଯାଏଁ ଜାରି ରହିବ।

ଚଳିତ ବର୍ଷ ଜାନୁଆରୀରୁ ତାଙ୍କର ଫେସବୁକ୍ ଆକାଉଣ୍ଟ ଉପରେ ଏହି ନିୟମ ଲାଗୁ ହୋଇଛି। ତେବେ ଭବିଷ୍ୟତରେ ଯଦି କେହି ଫେସବୁକର ନିୟମ ଭାଙ୍ଗନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା ମଧ୍ୟ କରାଯାଇଛି।

Show More

Related Articles

Back to top button