Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଇମ୍ଫାଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଇମ୍ପାଲ- ଇମ୍ଫାଲର ପଶ୍ଚିମ ଜିଲ୍ଲା ପୋଲିସ ଥାନା ଅନ୍ତର୍ଗତ କାମେଙ୍ଗ, ଖମରାନ, ମାନା ଇଂଖୋଲ ଗାଁରେ ଆସାମ ରାଇଫଲ୍ସ ଓ ମଣିପୁର ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସୁରକ୍ଷା ବଳ ପକ୍ଷରୁ ପ୍ରାୟ 3ଟି ଗାଁର 150ଟି ଘରେ ଚଢାଉ କରାଯାଇଥିଲା ।
ରେଡ୍ ସମୟରେ 3ଟି କାର୍ବାଇନ, 5ଟି କାର୍ବାଇନ ମ୍ୟାଗାଜିନ, ଗୋଟିଏ 9 ଏମଏମ ପିସ୍ତଲ, 17.65 ଲାମା ପିସ୍ତଲ, 3.36 ଏଚଇ ଗ୍ରେନେଡ, ଏୟାର ଗନ୍, ଗୁଳି, ବାରୁଦ ଇନସାସ ରାଇଫଲ ଜବତ କରାଯାଇଛି । ଏହା ସହିତ ପୋଲିସ 6ଟି ମୋବାଇଲ୍ ଫୋନ ଓ ବିନା ପଞ୍ଜିକରଣ ନମ୍ବର ପ୍ଳେଟର ଗୋଟିଏ ଗାଡି ଜବତ କରିଛି ।

Show More

Related Articles

Back to top button