Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି
ଭାରି ପଡିଲା ବିଶୃଙ୍ଖଳିତ ଆଚରଣ, ୮ ସାଂସଦଙ୍କୁ ନିଲମ୍ୱିତ କଲେ ରାଜ୍ୟସଭା ଅଧ୍ୟକ୍ଷ
କୃଷି ବିଧେୟକ ବିଲ ପାରିତ ବେଳେ ବିଶୃଙ୍ଖଳିତ ଆଚରଣ କରିଥିବା ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି । ରାଜ୍ୟସଭାର ଏ ସମ୍ପର୍କରେ ମତ ଲୋଡ଼ି ଏକ ସପ୍ତାହ ପାଇଁ ବିଶୃଙ୍ଖଳିତ ସାଂସଦ ମାନଙ୍କୁ ନିଲମ୍ୱନ କରିଛନ୍ତି ରାଜ୍ୟସଭାର ଅଧ୍ୟକ୍ଷ
![](https://www.utkalprahari.com/wp-content/uploads/2020/09/9abd628067d452cabaaf3c023aa11e8ca8db13a722978fcc3365274d295c8ae0.jpg)
କୃଷି ବିଧେୟକ ବିଲ ପାରିତ ବେଳେ ବିଶୃଙ୍ଖଳିତ ଆଚରଣ କରିଥିବା ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି । ରାଜ୍ୟସଭାର ଏ ସମ୍ପର୍କରେ ମତ ଲୋଡ଼ି ଏକ ସପ୍ତାହ ପାଇଁ ବିଶୃଙ୍ଖଳିତ ସାଂସଦ ମାନଙ୍କୁ ନିଲମ୍ୱନ କରିଛନ୍ତି ରାଜ୍ୟସଭାର ଅଧ୍ୟକ୍ଷ । କୃଷି ବିଲ ଆଲୋଚନା ବେଳେ ହଙ୍ଗାମା କରିଥିବା ୮ ସାଂସଦ ଡ଼େରିକ ଓ’ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରପୁନ ବୋରା, ଡ଼ୋଲା ସେନ, ସୟଦ ନାଜିର ହୁସେନ, ଏଲାମରନ କରିମଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।