Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରୟାସକାନ୍ତିଙ୍କୁ ଇଡି ସମନ

ଭୁବନେଶ୍ୱର/ଭଦ୍ରକ, 17 ଫେବୃଆରୀ – ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ଘଟଣା । ବିଧାୟକ ପ୍ରଫୁଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମି ସମ୍ପର୍କିତ ସମସ୍ତ ଦସ୍ତାବିଜ ସହ ଇଡିରେ ହାଜର ହେବାକୁ ସମନ ହୋଇଛି । 20 କୋଟି ଟଙ୍କା ଜମି ଦୁର୍ନୀତି ଘଟଣାରେ ଭୁବନେଶ୍ୱର ଓ ଭଦ୍ରକର 10 ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ବେଳେ ପ୍ରୟାସକାନ୍ତଙ୍କ ପାଖରୁ 10 ଲକ୍ଷ ଟଙ୍କା ଏକ ଦାମୀ ଗାଡି ଜବତ କରିଥିଲା ଇଡି ।

Show More

Related Articles

Back to top button