Breaking PLUSଦେଶମୁଖ୍ୟ ଖବର

ମହୁଆ ମିତ୍ରଙ୍କ ପିତାଙ୍କ ଘରେ ଇଡି ରେଡ୍

କୋଲକାତା- ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତା ମହୁଆ ମିତ୍ରଙ୍କ ପିତା ଡିଏଲ ମିତ୍ରଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ସିବିଆଇ ଶନିବାର ସକାଳେ ରେଡ୍ କରିଛି । କ୍ୟାସ୍ ଫର୍ କ୍ୱେରୀ ମାମଲାରେ ସଂସଦରୁ ନିଷ୍କାସନ ମହୁଆ ମିତ୍ରଙ୍କୁ ତୃଣମୂଳ ପକ୍ଷରୁ ନଦିଆ ଜିଲ୍ଲାର କୃଷ୍ଣାନଗର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରାଯାଇଛି । ଏହି ସିଟରେ 2019ରେ ସେ ବିଜୟୀ ହୋଇଥିଲେ ।
ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ସିବିଆଇ ଅଧିକାରୀ ଦକ୍ଷିଣ କୋଲକାତାର ନ୍ୟୁ ଅଲିପୁରରେ ରତ୍ନବଳୀ ନାମନ ବାସଭବନରେ ବିଜନେସମ୍ୟାନ ଡିଏଲ ମିତ୍ରଙ୍କ ଫ୍ଲାଟରେ ପହଂଚିଥିଲେ । ସିବିଆଇ ଟିମକୁ ସିଏପିଏଫର ସୁରକ୍ଷା ପ୍ରଦାନ କରାଯାଇଥିଲା ।

Show More

Related Articles

Back to top button