ଦେଶ ବିଦେଶପାଣିପାଗମୁଖ୍ୟ ଖବର

ଭୂକମ୍ପରେ ଥରିଲା ଚାଇନା

ବେଜିଂ : ଭୂକମ୍ପରେ ଥରିଲା ଚାଇନା । ଦେଶର ଦକ୍ଷିଣ-ପଶ୍ଚିମ ସିଚୁଆନରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୧ ଥିଲା । ଏନେଇ ସିଇଏନ୍‌ସି ପକ୍ଷରୁ ସୂଚନା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ , ଆଜି ଅପରାହ୍ନ ପ୍ରାୟ ୫ ଟାରେ ୟାନ ସିଟିର ଲୁଶାନ କାଉଣ୍ଟିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୩୦.୩୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୦୨.୯୪ ଡିଗ୍ରୀ ପୂର୍ବ ଦ୍ରାଘିମା ୧୭ କିଲୋମିଟର ଗଭୀରତାରେ ଅବସ୍ଥିତ ବୋଲି କୁହାଯାଇଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା କୁହାଯାଉଛି ।

Show More

Related Articles

Back to top button