ଦେଶ ବିଦେଶ

ଗରମ ପ୍ରକୋପରେ ଆପଣଙ୍କ ଘରେ ପିମ୍ପୁଡି ହେଉଛନ୍ତି କି ?

ପିମ୍ପୁଡ଼ିଙ୍କୁ ଘରୁ ଭଗେଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଗ୍ରୀଷ୍ମ ଋତୁରେ ମାଶାଙ୍କ ସହିତ ପିମ୍ପୁଡିମାନେ ଅଧିକ ହେବାର ଦେଖା ଯାଇଥାଏ l ଆମେ ଯେ କୌଣସି ଖାଇବା ଜିନିଷ ରଖୁ ତା ନିକଟରେ ପିମ୍ପୁଡି ଧାଡି ଲାଗିଯାଏ l ମଶା ମାନେ ସେହିଭଳି ଘର କୋଣରେ ରହି ନିଜର ଦୌରାତ୍ମ୍ୟ ଦେଖାଇଥାନ୍ତି l ଏହି ଛୋଟ ଛୋଟ ଅସୁବିଧା ଦ୍ୱାରା ଅନେକ ପ୍ରକାରର ଅଲଗା କାମ ମଧ୍ୟ ବଢି ଯାଇଥାଏ l ଏହି ଅସୁବିଧାକୁ କିପରି ଦୁରେଇ ପରିବା ଆସନ୍ତୁ ସେ ବିଷୟରେ ଜାଣିବା l

* ଲେମ୍ବୁ – ଯେଉଁ ସ୍ଥାନରେ ପିମ୍ପୁଡି ହେଉଛନ୍ତି ସେହି ସ୍ଥାନରେ ଗୋଟିଏ ଛୋଟ ଖଣ୍ଡ ଲେମ୍ବୁ ରଖି ଦିଅନ୍ତୁ l ମିଠା ଜିନିଷ ପିମ୍ପୁଡ଼ିଙ୍କୁ ଯେତିକି ପସନ୍ଦ ଲେମ୍ବୁ ସେତିକି ନାପସନ୍ଦ ଅଟେ l ଦେଖିବେ କିଛି ଦିନପରେ ସେହି ସ୍ଥାନରୁ ପିମ୍ପୁଡି ଦୁରେଇ ଯିବେ l

* କଫି ପାଉଡର – ଆପଣଙ୍କ ରୋଷେଇ ଘରେ ଯଦି ରୀତିମତ ପିମ୍ପୁଡି ହେଉଛନ୍ତି ତେବେ କଫି ଗୁଣ୍ଡ ସେହି ସ୍ଥାନରେ ରଖି ଦିଅନ୍ତୁ l ପିମ୍ପୁଡିଙ୍କୁ କଫିର ବାସ୍ନା ଭଲ ଲଗଇନଥାଏ l ସେମାନେ ସେହି ଜାଗା ଛାଡି ଚାଲିଯିବେ l

* ସାବୁନ – ପିମ୍ପୁଡି ଗାତ ନିକଟରେ ସାବୁନ ଫେଣ ପାଣିରେ କରି ପକାଇବା ଦ୍ୱାରା ପିମ୍ପୁଡି ସେହି ସ୍ଥାନରୁ ଚାଲି ଯାଇଥାଆନ୍ତି l

* ଅଟା – ଅଟାର ପ୍ରୟୋଗ କଳା ପିମ୍ପୁଡି ପାଇଁ କରାଯାଇଥାଏ l ଯଦି ଆପଣଙ୍କ ଘରେ କଳା ପିମ୍ପୁଡି ହେଉଛନ୍ତି ତେବେ ଅଟା ସେହି ସ୍ଥାନରେ ଛିଞ୍ଚି ଦିଅନ୍ତୁ ପିମ୍ପୁଡି ଚାଲି ଯିବେ l

* ଲୁଣ – ନାଲି ପିମ୍ପୁଡ଼ିଙ୍କ ପାଇଁ ଲୁଣ ଲଖ୍ମଣ ରେଖା ଭଳି କାମକରେ l ଯେଉଁଠି ନାଲି ପିମ୍ପୁଡି ହେଉଛନ୍ତି ସେଠାରେ ଲୁଣ ଗୋଟିଏ ଗାର ଭାବରେ ଟାଣି ଦିଅନ୍ତୁ ,ଦେଖିବେ ସେହି ସ୍ଥାନକୁ ନାଲି ପିମ୍ପୁଡି ଅତିକ୍ରମ କରିବେ ନାହିଁ l

*ପୁଦିନା – ଚିନି ଡବାରେ ପିମ୍ପୁଡି ହୋଇଥିଲେ କିଛି ପୁଦିନା ପତ୍ର ପକାଇ ଦିଅନ୍ତୁ ଦେଖିବେ ପିମ୍ପୁଡି ବାସ୍ନାରେ ରହିବେ ନାହିଁ l ଗରମ ପ୍ରକୋପରେ ଆପଣଙ୍କ ଘରେ ପିମ୍ପୁଡି ହେଉଛନ୍ତି କି ? ପିମ୍ପୁଡ଼ିଙ୍କୁ ଘରୁ ଭଗେଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଗ୍ରୀଷ୍ମ ଋତୁରେ ମାଶାଙ୍କ ସହିତ ପିମ୍ପୁଡିମାନେ ଅଧିକ ହେବାର ଦେଖା ଯାଇଥାଏ l ଆମେ ଯେ କୌଣସି ଖାଇବା ଜିନିଷ ରଖୁ ତା ନିକଟରେ ପିମ୍ପୁଡି ଧାଡି ଲାଗିଯାଏ l ମଶା ମାନେ ସେହିଭଳି ଘର କୋଣରେ ରହି ନିଜର ଦୌରାତ୍ମ୍ୟ ଦେଖାଇଥାନ୍ତି l ଏହି ଛୋଟ ଛୋଟ ଅସୁବିଧା ଦ୍ୱାରା ଅନେକ ପ୍ରକାରର ଅଲଗା କାମ ମଧ୍ୟ ବଢି ଯାଇଥାଏ l ଏହି ଅସୁବିଧାକୁ କିପରି ଦୁରେଇ ପରିବା ଆସନ୍ତୁ ସେ ବିଷୟରେ ଜାଣିବା l

* ଲେମ୍ବୁ – ଯେଉଁ ସ୍ଥାନରେ ପିମ୍ପୁଡି ହେଉଛନ୍ତି ସେହି ସ୍ଥାନରେ ଗୋଟିଏ ଛୋଟ ଖଣ୍ଡ ଲେମ୍ବୁ ରଖି ଦିଅନ୍ତୁ l ମିଠା ଜିନିଷ ପିମ୍ପୁଡ଼ିଙ୍କୁ ଯେତିକି ପସନ୍ଦ ଲେମ୍ବୁ ସେତିକି ନାପସନ୍ଦ ଅଟେ l ଦେଖିବେ କିଛି ଦିନପରେ ସେହି ସ୍ଥାନରୁ ପିମ୍ପୁଡି ଦୁରେଇ ଯିବେ l

* କଫି ପାଉଡର – ଆପଣଙ୍କ ରୋଷେଇ ଘରେ ଯଦି ରୀତିମତ ପିମ୍ପୁଡି ହେଉଛନ୍ତି ତେବେ କଫି ଗୁଣ୍ଡ ସେହି ସ୍ଥାନରେ ରଖି ଦିଅନ୍ତୁ l ପିମ୍ପୁଡିଙ୍କୁ କଫିର ବାସ୍ନା ଭଲ ଲଗଇନଥାଏ l ସେମାନେ ସେହି ଜାଗା ଛାଡି ଚାଲିଯିବେ l

Show More

Related Articles

Back to top button