Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ଗସ୍ତରେ 5T ସଚିବ ଭି.କେ. ପାଣ୍ଡିଆନ, ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

5T ସଚିବ IAS ଭି.କେ. ପାଣ୍ଡିଆନ ଓ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କ କଟକ ଗସ୍ତ । କଟକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ, କଟକ ଏସ୍‌ସିବି ପ୍ରକଳ୍ପ କାର୍ଯ୍ୟ, ତାଳଦଣ୍ଡା କେନାଲର ଉନ୍ନତୀକରଣ କାର୍ଯ୍ୟର କଲେ ସମୀକ୍ଷା ।

5T ସଚିବ IAS ଭି.କେ. ପାଣ୍ଡିଆନ ଓ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କ କଟକ ଗସ୍ତ । କଟକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ, କଟକ ଏସ୍‌ସିବି ପ୍ରକଳ୍ପ କାର୍ଯ୍ୟ, ତାଳଦଣ୍ଡା କେନାଲର ଉନ୍ନତୀକରଣ କାର୍ଯ୍ୟର କଲେ ସମୀକ୍ଷା ।

ଉଭୟ ପାର୍ଶ୍ବର ଟ୍ରାଫିକ ନିୟନ୍ତ୍ରଣ ଓ ସଫେଇ କାର୍ଯ୍ୟ ତଦାରଖ କରିବା ସହ, ଛତ୍ରବଜାରରୁ NH ଯାଏ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଅନୁଧ୍ୟାନ ମଧ୍ୟ କଲେ, ଏହି ଗସ୍ତ ସମୟରେ କଟକ ଜିଲ୍ଲାପାଳ, CMC କମିସନର ଓ କେନ୍ଦ୍ରାଞ୍ଚଳ RDC ମଧ୍ୟ ଉପସ୍ଥିତ ଥିଲେ ।

Show More

Related Articles

Back to top button