ଓଡ଼ିଶାବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଓଡିଶା ଗସ୍ତରେ ଆସିବେ ଦ୍ରୌପଦି

ଭୁବନେଶ୍ୱର : ଆସନ୍ତା ୮ରେ ଓଡିଶା ଆସିବେ  NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।  ରାଷ୍ଟ୍ରପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କଠାରୁ ସମର୍ଥନ ଲୋଡିବେ । ପ୍ରଥମେ ବିହାର, ଝାରଖଣ୍ଡ, ତାମିଲନାଡୁ ଓ ତେଲେଙ୍ଗାନା ପରେ ଓଡ଼ିଶା ଆସିବେ ମୁର୍ମୁ ।ଏହାପରେ ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ଯିବେ ଦ୍ରୌପଦୀ । ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ସେହିପରି ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା ମଧ୍ୟ ଆସନ୍ତା ୬ରେ ଓଡିଶା ଆସିବା ନେଇ ଚର୍ଚ୍ଚା ହେଉଛି । ତେବେ ତାଙ୍କ କାର୍ଯ୍ୟକ୍ରମ ନେଇ କୌଣସି ଚୂଡାନ୍ତ ହୋଇନାହିଁ ।

Show More

Related Articles

Back to top button