Breaking PLUSଦେଶମୁଖ୍ୟ ଖବର

ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ଡା. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦିଲ୍ଲୀର ଚାନ୍ଦ୍‌ନୀ ଚୌକ ସାଂସଦ ଡା. ହର୍ଷବର୍ଦ୍ଧନ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ସେ ନିଜ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଚାନ୍ଦ୍‌ନୀ ଚୌକ ଲୋକସଭା ଆସନରୁ ଏଥର ଟିକେଟ ନ ମିଳିବା କାରଣରୁ ହର୍ଷବର୍ଦ୍ଧନ ଏହି ନିଷ୍ପତ୍ତି ନେଇଛନ୍ତି। ବିଜେପି ଆଗାମୀ ଲୋକସଭା ନିର୍ବାଚନ ପାଇଁ ଚାନ୍ଦ୍‌ନୀ ଚୌକ ଆସନରୁ ଏଥର ପ୍ରବୀଣ ଖଣ୍ଡେଲୱାଲଙ୍କୁ ମୈଦାନକୁ ଆଣିଛି।

Show More

Related Articles

Back to top button