ଓଡ଼ିଶା

ବାଣ କାରଖାନାରେ ବିସ୍ପୋରଣ

ବାଣ କାରଖାନାରେ ବିସ୍ପୋରଣ । ୪ ଜଣଙ୍କ ମୃତ୍ୟୁ ଅନେକ ଆହତ । ଏଭଳି ଘଟଣା ଘଟିଛି ବିହାରରେ ଛପରାର ନଗରା ଥାନା ଅଞ୍ଚଳ ଅନ୍ତର୍ଗତ କୋଡ଼ାଇବାଗ ସ୍ଥିତ ମସଜିଦ ପାଖରେ । ଏହି ବିସ୍ପୋରଣରେ ରିୟାଜ ମିୟାଁ ନାମକ ଜଣେ ବ୍ୟକ୍ତିଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ।

ସେହିପରି ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା ।

 

Show More

Related Articles

Back to top button