Breaking PLUSଦେଶମୁଖ୍ୟ ଖବର

ଜାନୁୟାରୀ 17ରୁ କୋଲକାତାରୁ ଅଯୋଧ୍ୟା ସିଧା ଫ୍ଲାଇଟ

କୋଲକାତା, 30 ଡିସେମ୍ବର – ଅଯୋଧ୍ୟା ଧାମର ଭଗବାନ ଶ୍ରୀରାମର ଭବ୍ୟ ଓ ଦିବ୍ୟ ମନ୍ଦିରର ଉଦଘାଟନ ପୂର୍ବରୁ କୋଲକାତାରୁ ଅଯୋଧ୍ୟାକୁ ଉଡିବ ବିମାନ । ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ସିଧା ବିମାନ ଘୋଷଣା କରାଯାଇଛି । ଏୟାରଲାଇନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଜାନୁୟାରୀ 17ରୁ ଅଯୋଧ୍ୟାରୁ କୋଲକାତା ମଧ୍ୟରେ ସିଧା ବିମାନ ଉଡାଣ ଭରିବ । ଏହାସହିତ ଅଯୋଧ୍ୟାରୁ ବେଙ୍ଗାଲୁରୁ ମଧ୍ୟରେ ବିମାନ ଉଡାଣ ଭରିବ ।

Show More

Related Articles

Back to top button