Breaking PLUSମୁଖ୍ୟ ଖବର

ବୀରମହାରାଜପୁରରେ ବ୍ୟାପିଲା ଡାଇରିଆ

ବୀରମହାରାଜପୁରରେ ଡାଇରିଆ ଆତଙ୍କ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗାଁ ଝାଡାବାନ୍ତି ଆତଙ୍କ ଖେଳାଇଛି। ଦେଢ଼ ମାସରେ ଝାଡାବାନ୍ତି ଯୋଗୁ ୩ଜଣଙ୍କ ଜୀବନ ଯାଇଛି । ଏବେ ବି ୧୪ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ତେବେ ଗାଁରେ କାହିଁକି ଝାଡାବାନ୍ତି ବ୍ୟାପିଛି ତାର ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ ଏକ ମେଡିକାଲ ଟିମ୍ ପହଞ୍ଚି ଗ୍ରାମବାସୀଙ୍କ ଚିକିତ୍ସା କରୁଛି ।

Show More

Related Articles

Back to top button