ଓଡ଼ିଶାସ୍ୱତନ୍ତ୍ରସ୍ୱାସ୍ଥ୍ୟ

କେନ୍ଦୁଝରରେ ଡେଙ୍ଗୁ ଆତଙ୍କ

କେନ୍ଦୁଝରରେ ଡେଙ୍ଗୁ ଆତଙ୍କ । କିଛିଦିନ ହେବ କେନ୍ଦୁଝର ଜିଲ୍ଲା ବଲାଣିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସାଧାରଣ ଜନତାଙ୍କ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।

କିଛି ଦିନ ତଳେ ମଧ୍ୟ ଭୁବନେଶ୍ବରରେ ଡେଙ୍ଗୁ କାୟାବିସ୍ତାର କରିଥିଲା । ଏବେ ପୁଣି ଲୋକଙ୍କ, ମାନଙ୍କ ଭୟ ସୁଷ୍ଟି ହେଉଛି।କେନ୍ଦୁଝର ଜିଲ୍ଲା ବଲାଣି ଅଞ୍ଚଳରେ ଦେଖିବାକୁ ମିଳିଛି

Show More

Related Articles

Back to top button