ଓଡ଼ିଶାସ୍ୱତନ୍ତ୍ର

ନନ୍ଦନକାନନରେ ବାଘୁଣୀ ବିଜୟାର ମୃତ୍ୟୁ

ନନ୍ଦନକାନନରେ ବାଘୁଣୀ ବିଜୟାର ମୃତ୍ୟୁ । ଆଜି ନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଉ ଏକ ବାଘୁଣୀର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାକୁ ପ୍ରାୟ ୧୨ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ,ଗତ ୯ ତାରିଖରୁ ବାଘୁଣୀ ବିଜୟା ଅସୁସ୍ଥ ଥିଲା । ଓୟୁଏଟି ର ୪ ଜଣିଆ ଡାକ୍ତରୀ ଟିମ୍ ଉପସ୍ଥିତ ରହି ତାର ଚିକିତ୍ସା କରୁଥିଲେ। ଅକ୍ଟୋବର ୧୪ ରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ୱତନ୍ତ୍ର ଏଂକ୍ଲୋଜର ଭିତରେ ରଖି ତାର ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ଚାଲିଥିଲା । ଶେଷ ଥର ୩ଟି ଶବକ ଜନ୍ମ କରିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲା।

Show More

Related Articles

Back to top button