Breaking PLUSଓଡ଼ିଶାମୁଖ୍ୟ ଖବର

ଧରାପୃଷ୍ଠରୁ ବିଦାୟ ନେଲେ ମା

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମା'ଙ୍କ ନବଦିନାତ୍ମକ ଲୀଳା । ଚଣ୍ଡୀ ପୂଜା ଓ ଆହୁତି ପରେ ବିସର୍ଜନ ପର୍ବ ଶେଷ ହୋଇଛି । ଆଜି ବାହୁଡ଼ିଯିବେ ମହାମାୟୀ । କଟକରେ ସକାଳ ୧୦ଟାରୁ ଆରମ୍ଭ ହେବ ଭସାଣ ପର୍ବ । ଗତକାଲି ମଧ୍ୟ କଟକରେ କିଛି ମେଢ ବିସର୍ଜନ କରାଯାଇଥିବା ବେଳେ ଆଜି ଆଉ ସମସ୍ତ ମେଢ ବିସର୍ଜନ କରାଯିବ । ଦେବୀଗଡା ବ୍ୟତୀତ ଅନ୍ୟ ୧୪ଟି ସ୍ଥାନରେ ବିର୍ସଜନ ଲାଗି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି ।

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମା’ଙ୍କ ନବଦିନାତ୍ମକ ଲୀଳା । ଚଣ୍ଡୀ ପୂଜା ଓ ଆହୁତି ପରେ ବିସର୍ଜନ ପର୍ବ ଶେଷ ହୋଇଛି । ଆଜି ବାହୁଡ଼ିଯିବେ ମହାମାୟୀ । କଟକରେ ସକାଳ ୧୦ଟାରୁ ଆରମ୍ଭ ହେବ ଭସାଣ ପର୍ବ । ଗତକାଲି ମଧ୍ୟ କଟକରେ କିଛି ମେଢ ବିସର୍ଜନ କରାଯାଇଥିବା ବେଳେ ଆଜି ଆଉ ସମସ୍ତ ମେଢ ବିସର୍ଜନ କରାଯିବ । ଦେବୀଗଡା ବ୍ୟତୀତ ଅନ୍ୟ ୧୪ଟି ସ୍ଥାନରେ ବିର୍ସଜନ ଲାଗି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି ।

ପ୍ରତିଟି ପୂଜା ମଣ୍ଡପ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଭସାଣି କରାଯିବ। ସକାଳ ୧୦ଟାରୁ ୧୨ଟା, ୧୨ରୁ ୨ଟା, ଅପରାହ୍ଣ୨ଟା ରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭସାଣ କରାଯିବ। ମୋଟ ୪ ଟି ପର୍ଯ୍ୟାୟରେ ହେବ ଭସାଣି ପର୍ବ। ଏହାଛଡା ସାହି ପରିକ୍ରମାକୁ ମଧ୍ୟ ଅନୁମତି ନାହିଁ ବୋଲି କଟକ ଡିସିପି ପ୍ରତୀକ ସିଂ ଗତକାଲି ସ୍ପଷ୍ଟ କରିଦେଇଛନ୍ତି । ଏହା ସହ ଦେବୀଙ୍କ ପ୍ରତିମାକୁ ଚେଚିସରେ ନିଆଯାଇପାରିବ ନାହିଁ ବୋଲି ମଧ୍ୟ ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button