Breaking PLUSଓଡ଼ିଶାମୁଖ୍ୟ ଖବର

ଦାମ ରାଉତ ଗୁରୁତର

ଭୁବନେଶ୍ୱର- ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଅବସ୍ଥା ଗୁରୁତର ହୋଇଛି। ଦାମ ଗୁରୁତର ଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଏକ ଘରୋଇ ହସ୍ପିଟାଲରେ ଏବେ ଚିକିତ୍ସା ଚାଲିଥିବା କହିଛନ୍ତି ସମ୍ବିତ ରାଉତରାୟ । ଦାମୋଦର ରାଉତଙ୍କ ବ୍ରେନ୍‌‌ ଡେଡ୍‌‌ ହୋଇଥିବା ସୂଚନା ମିଳିଛି।

Show More

Related Articles

Back to top button