Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ସହରରେ ୧୮୪ ଜଣ ନୂଆ କୋରୋନା ରୋଗୀ

କଟକ ସହରରେ ଆଜି ମୋଟ ୧୮୪ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

କଟକ : କଟକ ସହରରେ ଆଜି ମୋଟ ୧୮୪ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭ ଘରୋଇ ସଙ୍ଗରୋଧରେ ରହିଥିବା ବେଳେ ୫୦ଜଣ ସରକାରୀ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି ଓ ୭୭ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ କରାଯାଇଛି । ରିପୋର୍ଟ ଅନୁସାରେ ସ୍ଥାନୀୟ ସଂକ୍ରମଣ ସଂଖ୍ଯା ବଢିବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ପ୍ରଶାସନ ପାଇଁ ବଡ଼ ଚାଲେଞ୍ଜ।

Show More

Related Articles

Back to top button