Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ଆହତ

କଟକ- କଟକରେ କମିଶନରେଟ୍ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନକାଉଣ୍ଟର କରାଯାଇଛି । ସଦର ଥାନା ଅଞ୍ଚଳରେ ଏହି ଏନକାଉଣ୍ଟର କରିଛି ପୋଲିସ । ସୂଚନାନୁଯାୟୀ ମନୋଜର ଗୋଡ଼ରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଭାବେ SCBରେ ଭର୍ତ୍ତି କରାଯାଇଛି । କନ୍ଦରପୁରରେ ଗୁଳି କରି ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲା ମନୋଜ ।

ପୂର୍ବରୁ ବି ମନୋଜକୁ ଏନକାଉଣ୍ଟର କରିଥିଲା ପୋଲିସ । ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

Show More

Related Articles

Back to top button