Breaking PLUSଦେଶ ବିଦେଶମୁଖ୍ୟ ଖବର

ଆସନ୍ତା ମାସରେ ଭୟଙ୍କର ରୂପ ଧାରଣ କରିବ କରୋନା, ସତର୍କ ରହିବା ନେଇ ସବୁ ଦେଶକୁ ପରାମର୍ଶ ଦେଲା WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ ଚେତାବନୀ ଦେଇଛନ୍ତି ଯେ ବିଶ୍ୱ ମହାମାରୀ, କରୋନା ଜୀବାଣୁ କାରଣରୁ ଆସନ୍ତା ମାସରେ ଅବସ୍ଥା ଆହୁରି ଖରାପ ହୋଇପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ ଚେତାବନୀ ଦେଇଛନ୍ତି ଯେ ବିଶ୍ୱ ମହାମାରୀ, କରୋନା ଜୀବାଣୁ କାରଣରୁ ଆସନ୍ତା ମାସରେ ଅବସ୍ଥା ଆହୁରି ଖରାପ ହୋଇପାରେ।

ଟେଡ୍ରୋସ କହିଛନ୍ତି, “ଆମେ ଏହି ମହାମାରୀର ବିପଦଜନକ ପର୍ଯ୍ୟାୟରେ ଅଛୁ। ବିଶେଷ କରି ଉତ୍ତର ହେମ୍ପସାୟରର ଉଦାହରଣ ଆପଣ ମାନେ ଦେଖିପାରିବେ । ଆସନ୍ତା କିଛି ମାସ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।” ସେ କହିଛନ୍ତି ଯେ କେତେକ ଦେଶରେ ପରିସ୍ଥିତି ବର୍ତ୍ତମାନ ଅତ୍ୟନ୍ତ ଗମ୍ଭୀର ଅଛି କିଛି ଦେଶରେ ଫୁଣି ଥରେ ପରିସ୍ଥିତି ଗମ୍ଭୀର ଆଡକୁ ଗତି କରୁଛି । ସେ କହିଛନ୍ତି ଯେ ଆମେ ତୁରନ୍ତ ପଦକ୍ଷେପ ନେବାକୁ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଦ୍ୟାଳୟ ବନ୍ଦ କରିବାକୁ ବିଶ୍ୱ ନେତାମାନଙ୍କୁ ନିବେଦନ କରୁଛୁ ।

Show More

Related Articles

Back to top button