ଖେଳଦେଶସ୍ୱାସ୍ଥ୍ୟ

ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ କରୋନା

ଭାରତୀୟ ଦଳକୁ ଏକ ଶକ୍ତ ଝଟକା । ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ କରୋନା । ଗକୁ ଏସିଆ କପ ଅନୁଷ୍ଠିତ ହେବାକୁ ଥିବାବେଳେ ଅଗଷ୍ଟ ୨୩ରେ ୟୁଏଇ ଯିବାର ଯୋଜନା ଥିଲା । ତେବେ ଏଭଳି ପରିସ୍ଥିତିରେ କଣ କରାଯିବ ସେନେଇ କୌଣସି ସୂଚନି ମିଳିନାହିଁ ।

ସୂଚନା ଯୋଗ୍ୟ, ଅଗଷ୍ଟ ୨୭ରେ ୟୁଏଇ କପ ପ୍ରାରମ୍ଭ ହେବାକୁ ଥିବାବେଳେ ଅଗଷ୍ଟ ୨୮ରେ ଭାରତର ପ୍ରଥମ ମ୍ୟାଚ ରହିଛି ।

Show More

Related Articles

Back to top button