Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ୪୦୫୩ ଜଣ କରୋନା ରୋଗୀ ସୁସ୍ଥ
ଆଜି ୪୦୫୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହି କୋରୋନା ସଂକ୍ରମିତଙ୍କୁ ମିଶାଇ ୭୭୨୮୬ ଜଣ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଯେତେ ପରିମାଣରେ ବଢିବାରେ ଲାଗିଛି, ସେତିକି ପରିମାଣରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ୪୦୫୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହି କୋରୋନା ସଂକ୍ରମିତଙ୍କୁ ମିଶାଇ ୭୭୨୮୬ ଜଣ ସୁସ୍ଥ ହୋଇଛନ୍ତି। ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।