ଓଡ଼ିଶା

ସୁସ୍ଥ ହେଲେ ଆଉ ୧୨୩୬ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୩୬ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୩୩,୦୨୦କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର : ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୩୬ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୩୩,୦୨୦କୁ ବୃଦ୍ଧି ପାଇଛି।  ଖୋର୍ଦ୍ଧାରୁ ସର୍ବାଧିକ ୪୬୧, ଗଞ୍ଜାମରୁ ୧୮୨, ରାୟଗଡାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୋଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ୱରରୁ ୩୫, ବରଗଡ଼ରୁ ୩୪ ଏବଂ ଜଗତସିଂହପୁର ୩୨ ଜଣ, ସୁନ୍ଦରଗଡରୁ ୩୨ ଜଣ, ଭଦ୍ରକରୁ ୩୧ ଜଣ, ଯାଜପୁରରୁ ୨୯ ଜଣ, ଗଜପତିରୁ ୨୮ ଜଣ, ମୟୁରଭଞ୍ଜରୁ ୨୩ ଜଣ, ନବରଂଗପୁରରୁ ୧୫ ଜଣ, ପୁରୀରୁ ୧୪ ଜଣ, ଜଣ, କେନ୍ଦ୍ରାପଡାରୁ ୧୦ ଜଣ, ବୌଦ୍ଧରୁ ୯ ଜଣ, ଝାରସୁଗୁଡାରୁ ୮ ଜଣ, ନୟାଗଡରୁ ୬ ଜଣ, କଟକରୁ ୩ ଜଣ, ଏବଂ କେନ୍ଦ୍ରାପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Show More

Related Articles

Back to top button