Breaking PLUSଓଡ଼ିଶାମୁଖ୍ୟ ଖବର

ଟେଷ୍ଟିଂ ପାଇଁ ଫୋରେନସିକ ଲ୍ୟାବ ଗଲା କୋକେନ୍

ପାରାଦୀପ- ଫରେନ୍ସିକ ଲ୍ୟାବ୍‌ ଗଲା କୋକେନ୍ । ଷ୍ଟେଟ୍‌ ଫରେନ୍ସିକ ଲ୍ୟାବକୁ ଗଲା ଜବତ କୋକେନ୍ । ମାନ ପରୀକ୍ଷା ପାଇଁ ଜବତ ୨୨୦ କୋଟି ଟଙ୍କାର କୋକେନ ପଠାଗଲା । ୨୨ଟି କୋକେନ୍‌ ପ୍ୟାକେଟରୁ ୨୨ଟି ସାମ୍ପଲ ନିଆଗଲା । ଅବଶିଷ୍ଟ କୋକେନ କଷ୍ଟମ ମାଲାଖାନାରେ ରଖାଯିବ ।

Show More

Related Articles

Back to top button