ଓଡ଼ିଶାମୁଖ୍ୟ ଖବର

ବାତ୍ୟା ‘ଗୁଲାବ’ ର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ଓଡ଼ିଶା ଭବନରେ ବାତ୍ୟା ଗୁଲାବ ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମୁଖ୍ୟ ଶାସନ ସଚିବ ଓ SRC ଉପସ୍ଥିତ ଅଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି ।

 

Show More

Related Articles

Back to top button