Breaking PLUSଓଡ଼ିଶାମୁଖ୍ୟ ଖବର

ଭେଣ୍ଟିଜ କାର ମେଳାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 9 ଡିସେମ୍ବର – ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡିଆରେ ଉଦଘାଟିତ ହୋଇଯାଇଛି ଭିେଂଟଜ୍ କାର ମେଳା । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦଘାଟନ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଭିେଂଟଜ୍ କାର୍ ମେଳା ବୁଲି ଦେଖିଛନ୍ତି । ଏହି ମେଳାରେ ବିଭିନ୍ନ ପ୍ରକାର ଭିେଂଟଜ୍ କ୍ଲାସିକ୍ କାର ସାମିଲ ହୋଇଛି ।ବିଭିନ୍ନ ରାଜ୍ୟରୁ ମାଲିକମାନେ ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି ।

Show More

Related Articles

Back to top button